ଆଜି ଜମିବ ଷ୍ଟାର ପ୍ରଚାରକଙ୍କ ଭିଡ: ଓଡିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦୀ, ଶିବରାଜ ଏବଂ ମାୟାବତୀ

Advertisment
ଆଜି ଜମିବ ଷ୍ଟାର ପ୍ରଚାରକଙ୍କ ଭିଡ: ଓଡିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦୀ, ଶିବରାଜ ଏବଂ ମାୟାବତୀ

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଓଡ଼ିଶା ଆସୁଛନ୍ତି। ଚଳିତ ନିର୍ବାଚନରେ ପ୍ରଚାର ପାଇଁ ଏହା ମୋଦୀଙ୍କ ଦ୍ବିତୀୟ ଗସ୍ତ। ସେ ଆଜି ସକାଳ ୧୧ଟାରେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରେ ଅନୁଷ୍ଠିତ ବିଜୟ ସଂକଳ୍ପ ସମାବେଶରେ ଉଦବୋଧନ ଦେବେ।

publive-image image courtesy - www.thehindu.com

ଗତ ୨୯ ତାରିଖରେ ମୋଦୀ ତାଙ୍କ ପ୍ରଥମ ନିର୍ବାଚନୀ ଗସ୍ତରେ ଆସି ଜୟପୁରରେ ଆୟୋଜିତ ସମାବେଶରେ ଯୋଗ ଦେଇଥିଲେ। ଆସନ୍ତା ୬ ତାରିଖରେ ସେ ପୁଣି ସୁନ୍ଦରଗଡ଼ ଆସିବାର କାର୍ଯ୍ୟକ୍ରମ ରହିଛି। ଗତକାଲି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଓଡ଼ିଶା ଗସ୍ତରେ ଆସି ଦୁଇ ଦୁଇଟି ସମାବେଶକୁ ସମ୍ବୋଧିତ କରିଛନ୍ତି। ବିଜେପିର ଏହି ଦୁଇ ଶୀର୍ଷ ନେତୃତ୍ବଙ୍କ ଲଗାତର ଗସ୍ତ ବିଜେପି ଶିବିରରେ ବେଶ୍ ଉତ୍ସାହ ଖେଳାଇ ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe