ଆଜି ପୁଣି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ରାଜଭବନରେ କରିବେ ରାତ୍ରୀଯାପନ । ଆସନ୍ତାକାଲି ପୁରୀରେ ରୋଡ ସୋ, ଢେଙ୍କାନାଳ ଓ କଟକରେ କରିବେ ଜନସଭା ।

Advertisment
ଆଜି ପୁଣି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ରାଜଭବନରେ କରିବେ ରାତ୍ରୀଯାପନ । ଆସନ୍ତାକାଲି ପୁରୀରେ ରୋଡ ସୋ, ଢେଙ୍କାନାଳ ଓ କଟକରେ କରିବେ ଜନସଭା ।

କନକ ବ୍ୟୁରୋ: ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଆଜି ସନ୍ଧ୍ୟାରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିିବା ପରେ ସେଠାରେ ରାଜଭବନ ଯିବେ । ସେଠାରେ ରାତ୍ରିଯାପନ କରିବେ ପ୍ରଧାନମନ୍ତ୍ରୀ । ଆସନ୍ତାକାଲି ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ କରିବେ । ଏହାପରେ ପୁରୀ ବଡ଼ଦାଣ୍ଡରେ ରୋଡ ସୋ କରିବେ ମୋଦୀ । ଏହାପରେ ଢେଙ୍କାନାଳ ଯାଇ ସେଠାରେ ଜନସଭା କରିବାର କାର୍ଯ୍ୟକ୍ରମ ରହିଛି । ସେହିପରି ପ୍ରଧାନମନ୍ତ୍ରୀ କଟକରେ ମଧ୍ୟ ଜନସଭା କରିବେ । ଅନ୍ୟପଟେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ମଧ୍ୟ ଆଜି ଓଡ଼ିଶା ଆସୁଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe