କନକ ବ୍ୟୁରୋ : ବାରାଣାସୀରେ ମୋଦିଙ୍କ ବିଶାଳ ରୋଡ ଶୋ । ନାମାଙ୍କନ ପୂର୍ବରୁ ଶକ୍ତିପ୍ରଦର୍ଶନ କଲେ ମୋଦୀ । କାଲି ବାରଣାସୀ ପାଇଁ ନାମାଙ୍କନ ଭରିବେ ତେଣୁ ଦିନକ ପୂର୍ବରୁ ଏଠାରେ ପହଁଚି ରୋଡ ଶୋ କରିଛନ୍ତି । ଶହ ଶହ କର୍ମୀ ଓ ସମର୍ଥକଙ୍କ ଗହଣରେ ଚମକିଛି ବାରାଣାସୀ । କାଲି ସକାଳୁ କାଶୀ ବିଶ୍ୱନାଥଙ୍କ ଦର୍ଶନ ପରେ ନାମାଙ୍କନ ଭରିବେ ମୋଦୀ ।