ମୋଦୀଙ୍କ ମନ୍ତ୍ରୀମଣ୍ଡଳରେ ବିଭାଗ ବଣ୍ଟନ । ଜାଣନ୍ତୁ କାହାକୁ ମିଳିଲା କେଉଁ ବିଭାଗ ?

743

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦୀ ଶପଥ ନେବାର ୪୮ ଘଣ୍ଟା ମଧ୍ୟରେ ମନ୍ତ୍ରୀମଣ୍ଡଳର ବିଭାଗ ବଣ୍ଟନ ହୋଇଛି ।

ଅମିତ ଶାହା : ଗୃହମନ୍ତ୍ରୀ
ମନୋହରଲାଲା ଖଟ୍ଟର – ଶକ୍ତି, ଗୃହ ନିର୍ମାଣ, ନଗର ଉନ୍ନୟନ

ଶିବରାଜ ସିଂ ଚୌହାନ- କୃଷିମନ୍ତ୍ରୀ

ଜିତନ ରାମ ମାଞ୍ଝୀ- ଏମଏସଏମଇ ମନ୍ତ୍ରଣାଳୟ

ନିର୍ମଳା ସୀତାରମଣ – ଅର୍ଥମନ୍ତ୍ରୀ

ଏସ୍ ଜୟଶଂକର – ବୈଦେଶିକ ମନ୍ତ୍ରୀ

ଧର୍ମେନ୍ଦ୍ର ପ୍ରଧାନ- ଶିକ୍ଷାମନ୍ତ୍ରୀ

ନୀତିନ ଗଡକରୀ – ସଡକ ଓ ପରିବହନ ମନ୍ତ୍ରଣାଳୟ

ଅଜୟ ଟମଟା – ସଡକ ପରିବହନ ରାଷ୍ଟ୍ରମନ୍ତ୍ରୀ

ହର୍ଷ ମାହୋତ୍ରା – ସଡକ ପରିବହନ ରାଷ୍ଟ୍ରମନ୍ତ୍ରୀ

ରାଜନାଥ ସିଂ- ପ୍ରତିରକ୍ଷା ମନ୍ତ୍ରୀ

ଅଶ୍ୱିନୀ ବୈଷ୍ଣବ- ରେଳ, ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ

ଜୁଏଲ ଓରାମ- ଆଦିବାସୀ ବ୍ୟାପାର ମନ୍ତ୍ରୀ

ଚିରାଗ ପାଶୱାନ- ଖାଦ୍ୟ ପ୍ରକ୍ରିୟାକରଣ

ଜେପି ନଡ୍ଡା- ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ

ଭୁପେନ୍ଦ୍ର ଯାଦବ- ପରିବେଶ ମନ୍ତ୍ରଣାଳୟ, ଜଙ୍ଗଲ

ଏଚଡି କୁମାର ସ୍ୱାମୀ- ଭାରି ଶିଳ୍ପ ଏବଂ ଷ୍ଟିଲ ମନ୍ତ୍ରଣାଳୟ

ପୀୟୁଷ ଗୋଏଲ- ବାଣିଜ୍ୟ ଏବଂ ଶିଳ୍ପ

ଲଲନ ସିଂ- ପଞ୍ଚାୟତି ରାଜ, ମତ୍ସ୍ୟ, ପଶୁପାଳନ

ସର୍ବାନନ୍ଦ ସୋନୱାଲ – ଜଳପଥ, ବନ୍ଦର

ବିରେନ୍ଦ୍ର କୁମାର- ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ

କେ,ଆର ନାଇଡୁ- ବେସାମରିକ ବିମାନ ଚଳାଚଳ

ପ୍ରହ୍ଲାଦ ଯୋଶୀ – ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ, ନୂଆ ଓ ରିନ୍ୟୁବଲ ଏନର୍ଜୀ

ଗିରିରାଜ ସିଂ- ଟେକ୍ସଟାଇଲ

ଜ୍ୟୋତିରାଦିତ୍ୟ ସିନ୍ଧିଆ – ଗମନା ଗମନ ଓ ଉତର -ପୂର୍ବ ବିକାଶ

ଗଜେନ୍ଦ୍ର ସିଂ ଶେଖାୱତ- ସଂସ୍କୃତି ଏବଂ ପର୍ଯ୍ୟଟନ

ଅର୍ଣ୍ଣପୂନ୍ନା ଦେବୀ- ମହିଳା ଓ ବାଳ ବିକାଶ

କିରେନ ରିଜିଜୁ – ସଂସଦୀୟ ବ୍ୟାପାର ଏବଂ ଅଳ୍ପସଂଖ୍ୟକ ବ୍ୟାପାର

ଦରଦୀପ୍ ସିଂ ପୁରୀ – ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ

ମନସୁଖ ମାଣ୍ଡଭ୍ୟ – ଶ୍ରମ, ନିଯୁକ୍ତି ଏବଂ ଯୁବବ୍ୟାପାର, କ୍ରୀଡା

ଜି.କିଷନ ରେଡ୍ଡୀ- କୋଇଲା ଏବଂ ଖଣି

ସିପି ପାଟିଲ- ଜଳ ଶକ୍ତି