କନକ ବ୍ୟୁରୋ : କୃଷକ ଓ ବୈଜ୍ଞାନିକଙ୍କ ସହ ମୋଦୀଙ୍କ ଆଲୋଚନା। ଚାଷୀଙ୍କ ସହ କ୍ଷେତରେ ବୁଲିବା ସହ କଥା ହେଲେ ପ୍ରଧାନମନ୍ତ୍ରୀ। ଦିଲ୍ଲୀରେ ଭାରତ କୃଷି ଗବେଷଣା ବିଶ୍ବବିଦ୍ୟାଳୟ.ରେ ଅଧିକ ଉତ୍ପାଦିତ ହେଉଥିବା ୧୦୯ ଫସଲର ଉନ୍ମୋଚନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ।
କୃଷକ ଓ ବୈଜ୍ଞାନିକଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦୀ । ଭାରତ କୃଷି ଗବେଷଣା ବିଶ୍ୱବିଦ୍ୟାଳୟରେ ଅଧିକ ଉତ୍ପାଦିତ ହେଉଥିବା ୧୦୯ ଫସଲର କଲେ ଉନ୍ମୋଚନ
/kanak/media/post_attachments/wp-content/uploads/2024/08/8-13.jpg)