କନକ ବ୍ୟୁରୋ : ପଶ୍ଚିମବଙ୍ଗ ରାଲିରେ ଭାବବିହ୍ୱଳ ହେଲେ ପ୍ରଧାନମନ୍ତ୍ରୀ ମୋଦୀ । ପିଲାଦିନର କିଛି କଥା କହି ମୋଦୀ ଭାବବିହ୍ୱଳ ହୋଇପଡିଛନ୍ତି । ଯେଉଁ ସମୟରେ ପରିବାରବାଦ ଓ ମୋଦୀ କା ପରିବାରକୁ ନେଇ ଚର୍ଚ୍ଚା ତର୍କ ବିତର୍କ ଚାଲିଛି , ସେହି ସମୟରେ ମୋଦୀ ନିଜ ପିଲାଦିନର ସଂଘର୍ଷ କଥା ବଖାଣି ୧୪୦କୋଟି ଦେଶବାସୀ ହିଁ ତାଙ୍କର ପରିବାର ବୋଲି କହିଛନ୍ତି ।
ପଶ୍ଚିମବଙ୍ଗ ମହିଳା ରାଲିରେ ଭାବବିହ୍ୱଳ ହେଲେ ମୋଦୀ । କହିଲେ ଜୀବନ ସଂଘର୍ଷର କଥା
/kanak/media/post_attachments/wp-content/uploads/2024/03/2-15.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)