ଛତିଶଗଡରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପାୱାର ଶୋ । କହିଲେ, ଗରିବଙ୍କୁ ଘୃଣା କରେ କଂଗ୍ରେସ, ଦୁର୍ନୀତିରେ ଉବୁଟୁବୁ ହେଉଛି ରାଜ୍ୟ

Advertisment
ଛତିଶଗଡରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପାୱାର ଶୋ । କହିଲେ, ଗରିବଙ୍କୁ ଘୃଣା କରେ କଂଗ୍ରେସ, ଦୁର୍ନୀତିରେ ଉବୁଟୁବୁ ହେଉଛି ରାଜ୍ୟ

କନକ ବ୍ୟୁରୋ : ଛତିଶଗଡରେ ପ୍ରଧାନମନ୍ତ୍ରୀଙ୍କ ପାୱାର ଶୋ । ବିଳାସପୁରରେ ବିଶାଳ ଜନସଭାକୁ ସମ୍ବୋଧିତ କରିଛନ୍ତି ମୋଦୀ । ଏଥରକ ନିର୍ବାଚନରେ ଛତିଶଗଡ଼ର ପରିବର୍ତନ ନିଶ୍ଚିତ ବୋଲି କହି କଂଗ୍ରେସ ସରକାରଙ୍କୁ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ । ଏଥିସହ ସେ କହିଛନ୍ତି ଗରିବଙ୍କୁ ଘୃଣା କରେ କଂଗ୍ରେସ, ଦୁର୍ନୀତିରେ ଉବୁଟୁବୁ ହେଉଛି ଛତିଶଗଡ ରାଜ୍ୟ । ମୋଦୀ ନାଁର ଅର୍ଥ ହେଉଛି ଶତପ୍ରତିଶତ ଗ୍ୟାରେଂଟି । କରିଥିବା ପ୍ରତିଶ୍ରୁତି ପୂରା କରେ ବିଜେପି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe