ମୋଦୀଙ୍କ ‘ମନ କି ବାତ୍’ରେ ସମ୍ୱଲପୁରୀ ଶାଢି ; ହସ୍ତତନ୍ତ ଦିବସରେ ସ୍ଥାନୀୟ ହସ୍ତତନ୍ତ ଉତ୍ପାଦନ କିଣିବା ପାଇଁ ଲୋକଙ୍କୁ କଲେ ଅପିଲ

Advertisment
ମୋଦୀଙ୍କ ‘ମନ କି ବାତ୍’ରେ ସମ୍ୱଲପୁରୀ ଶାଢି ; ହସ୍ତତନ୍ତ ଦିବସରେ ସ୍ଥାନୀୟ ହସ୍ତତନ୍ତ ଉତ୍ପାଦନ କିଣିବା ପାଇଁ ଲୋକଙ୍କୁ କଲେ ଅପିଲ

କନକ ବ୍ୟୁରୋ: ‘ମନ କି ବାତ୍’ କାର୍ଯ୍ୟକ୍ରମରେ ଆଜି ସମ୍ବଲପୁରୀ ଶାଢିର କଥା କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଅଗଷ୍ଟ ୭ ତାରିଖରେ ହସ୍ତତନ୍ତ ଦିବସ ଥିବାବେଳେ ଏଥିପାଇଁ ଲୋକେ ସ୍ଥାନୀୟ ହ୍ୟାଣ୍ଡଲୁମ୍ ବସ୍ତ୍ରକୁ ଅଧିକରୁ ଅଧିକ କିଣିବାକୁ ଅପିଲ କରିଛନ୍ତି ମୋଦୀ ।

କିଭଳି ଭାବେ ହ୍ୟାଣ୍ଡଲୁମ ଶାଢୀକୁ ଲୋକେ କିଣନ୍ତୁ , ଯେପରି ବୁଣାକାର ଲାଭବାନ ହୋଇପାରିବେ ଏବଂ ହସ୍ତତନ୍ତକୁ ଆଗକୁ ବଢାଇନେବାକୁ ସେମାନଙ୍କୁ ମନୋବଳ ମିଳିବ ସେଥିପାଇଁ ବାର୍ତ୍ତା ଦେଇଛନ୍ତି ମୋଦୀ । ଓଡିଶାର ହସ୍ତତନ୍ତ ସହ ଭାରତର ସ୍ୱଦେଶୀ ଉତ୍ପାଦ ଯେପରି ବିଦେଶରେ ମଧ୍ୟ ଭଲ ଆଦୃତି ଲାଭ କରୁ ସେଥିପାଇଁ ଦେଶବାସୀଙ୍କୁ ଅପିଲ କରିଛନ୍ତି ମୋଦୀ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe