କନକ ବ୍ୟୁରୋ: ‘ମନ କି ବାତ୍’ କାର୍ଯ୍ୟକ୍ରମରେ ଆଜି ସମ୍ବଲପୁରୀ ଶାଢିର କଥା କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଅଗଷ୍ଟ ୭ ତାରିଖରେ ହସ୍ତତନ୍ତ ଦିବସ ଥିବାବେଳେ ଏଥିପାଇଁ ଲୋକେ ସ୍ଥାନୀୟ ହ୍ୟାଣ୍ଡଲୁମ୍ ବସ୍ତ୍ରକୁ ଅଧିକରୁ ଅଧିକ କିଣିବାକୁ ଅପିଲ କରିଛନ୍ତି ମୋଦୀ ।
କିଭଳି ଭାବେ ହ୍ୟାଣ୍ଡଲୁମ ଶାଢୀକୁ ଲୋକେ କିଣନ୍ତୁ , ଯେପରି ବୁଣାକାର ଲାଭବାନ ହୋଇପାରିବେ ଏବଂ ହସ୍ତତନ୍ତକୁ ଆଗକୁ ବଢାଇନେବାକୁ ସେମାନଙ୍କୁ ମନୋବଳ ମିଳିବ ସେଥିପାଇଁ ବାର୍ତ୍ତା ଦେଇଛନ୍ତି ମୋଦୀ । ଓଡିଶାର ହସ୍ତତନ୍ତ ସହ ଭାରତର ସ୍ୱଦେଶୀ ଉତ୍ପାଦ ଯେପରି ବିଦେଶରେ ମଧ୍ୟ ଭଲ ଆଦୃତି ଲାଭ କରୁ ସେଥିପାଇଁ ଦେଶବାସୀଙ୍କୁ ଅପିଲ କରିଛନ୍ତି ମୋଦୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/07/34-13.jpg)