କନକ ବ୍ୟୁରୋ: କରେନା କଟକଣା ଭିତରେ ବି ଚାଲିଛି ଦୁର୍ଗତିନାଶିନୀ ମା’ ଦୁର୍ଗାଙ୍କ ଦଶମୀ ପୂଜା । ସାରା ଦେଶରେ ମା’ ଙ୍କ ଦଶମୀ ପୂଜା ଉପଲକ୍ଷେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ସାରାଦେଶବାସୀଙ୍କୁ ଟ୍ୱିଇଟ ମାଧ୍ୟମରେ ଶୁଭେଚ୍ଛା ଜଣାଇଛନ୍ତି । ସେ ଟ୍ୱିଟ ରେ କହିଛନ୍ତି ମାଁ ସିଦ୍ଧିଦାତ୍ରୀଙ୍କ କୃ ପାରେ ଆମେ ସବୁ ଆମ ସିଦ୍ଧି ପ୍ରାପ୍ତ କରିବା । ଏହି ପୁଣ୍ୟ ବିଜୟାଦଶମୀ ଉପଲକ୍ଷେ ଦେଶବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।
ବିଜୟା ଦଶମୀର ବିଶେଷ ଅବସରରେ ସାତଟି ନୂତନ ପ୍ରତିରକ୍ଷା କମ୍ପାନୀ ଦେଶ ପାଇଁ ଉତ୍ସର୍ଗୀକୃତ ହେବେ । ପ୍ରତିରକ୍ଷା କ୍ଷେତ୍ରର ଆଧୁନିକୀକରଣ ଏବଂ ଏକ ଅତମନିରଭର ଭାରତ ସୃଷ୍ଟି କରିବା ପାଇଁ ଏହା ଆମର ପ୍ରୟାସର ଏକ ଅଂଶ ବୋଲି ଟ୍ୱିଟ କରିଛନ୍ତି ମୋଦୀ ।
On the special occasion of Vijaya Dashami tomorrow, 15th October, seven new defence companies would be dedicated to the nation. This is a part of our efforts to modernise the defence sector and create an Aatmanirbhar Bharat.https://t.co/2LDicOJOOo
— Narendra Modi (@narendramodi)
ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଦେଶବାସୀଙ୍କୁ ବିଜୟାଦଶମୀର ଶୁଭେଚ୍ଛା ଜଣାଛନ୍ତି । ମା’ ଦୁର୍ଗାଙ୍କ ଆଗମନ ସହ ଅସତ୍ୟ ଓ ଅଧର୍ମ ଉପରେ ସତ୍ୟର ବିଜୟ ହେଉ ବୋଲି କାମନା କରିଛନ୍ତି ମନ୍ତ୍ରୀ ।
Vijaya Dashami is a celebration of the eternal victory of good over evil!
May Goddess Durga shower her blessings on us and remove all obstacles from our lives. Wishing everyone a very happy, prosperous and blissful #Dussehra and #VijayaDashami. pic.twitter.com/pVgDdV5LfJ
— Dharmendra Pradhan (@dpradhanbjp)