ମୌରବୀ ଦୁର୍ଘଟଣାସ୍ଥଳରେ ସ୍ଥିତି ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ ମୋଦୀ, ଡାକ୍ତରଖାନା ଯିବାର ରହିଛି କାର୍ଯ୍ୟକ୍ରମ।

ମୌରବୀ ଦୁର୍ଘଟଣାସ୍ଥଳରେ ସ୍ଥିତି ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ ମୋଦୀ, ଡାକ୍ତରଖାନା ଯିବାର ରହିଛି କାର୍ଯ୍ୟକ୍ରମ।

କନକ ବ୍ୟୁରୋ: ଗୁଜରାଟ ମୌରବୀରେ ବ୍ରିଜ ଭୁଶୁଡିବା ଘଟଣାରେ ବର୍ତ୍ତମାନ ସୁଦ୍ଧା ୧୩୫ ଜଣଙ୍କର ମୃତ୍ୟୁ ହୋଇଛି । ତେବେ ଘଟଣାସ୍ଥଳରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏଠାରେ ସେ ପରିସ୍ଥିତିର ଅନୁଧ୍ୟାନ କରିଛନ୍ତି ।

ଦୁର୍ଘଟଣାସ୍ଥଳରୁ ସେ ଡାକ୍ତରଖାନା ଯିବାର କାର୍ଯ୍ୟକ୍ରମ ରହିଛି । ପୂର୍ବରୁ ପ୍ରଧାନମନ୍ତ୍ରୀ ସୋମବାର ମୌରବୀରେ ସ୍ଥିତି ସମୀକ୍ଷା କରିବା ସହ ଉଚ୍ଚସ୍ତରୀୟ ବୈଠକରେ ସାମିଲ ହୋଇଥିଲେ । ପ୍ରଧାନମନ୍ତ୍ରୀ ମୌରବୀରେ ଜାରିରହିଥିବା ଉଦ୍ଧାରକାର୍ଯ୍ୟର ସମୀକ୍ଷା କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe