କନକ ବ୍ୟୁରୋ: ସମୟ ଥିଲା ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବାହାଦୁର ଶାସ୍ତ୍ରୀ ଏକ ଜନସଭାରେ ‘ଜୟ ଯବାନ୍ , ଜୟ କିଶାନ’ ବୋଲି ନାରା ଦେଇଥିଲେ । ହେଲେ ଆଜିକା ଦିନରେ ପ୍ରଧାନମନ୍ତ୍ରୀ ମୋଦୀ ନାରା ଦେଇଛନ୍ତି ‘ ଜୟ ବିଜ୍ଞାନ, ଜୟ ଅନୁସନ୍ଧାନ ‘ ବୋଲି ନାରା ଦେଇଛନ୍ତି ।

Advertisment

ଗ୍ରୀସରୁ ଫେରି ସିଧା ବେଙ୍ଗାଲୁରୁର ଇସ୍ରୋ ମୁଖ୍ୟାଳୟରେ ପହଞ୍ଚିଥିଲେ ମୋଦୀ । ସେଠାରେ ମୁନ୍ ମିଶନର ସମସ୍ତ ବେୟଜ୍ଞାନିକଙ୍କୁ ;ଭେଯି ସେମାନଙ୍କୁ ଭୂରୀ ପ୍ରଶଂସା କରିଥିଲେ । ଏହାସହ ସେଠାରୁ ସାରା ଦେଶକୁ ସମ୍ବୋଧନ କରିଥିଲେ । ।