ସ୍ୱାମୀ କାନ୍ଧରେ ସ୍ତ୍ରୀର ଶବ ବୋହିବା ଘଟଣା : ରାଜ୍ୟ ସରକାରଙ୍କୁ ପିଏମଓ ତରଫରୁ ରିପୋର୍ଟ ତଲବ

ସ୍ୱାମୀଙ୍କ କାନ୍ଧରେ ସ୍ତ୍ରୀଙ୍କ ଶବ ବୁହା ଘଟଣା : ରାଜ୍ୟ ସରକାରଙ୍କୁ ରିପୋର୍ଟ ମାଗିଲେ ପ୍ରଧାନମନ୍ତ୍ରୀ

କନକ ବ୍ୟୁରୋ : ସ୍ୱାମୀ କାନ୍ଧରେ ସ୍ତ୍ରୀର ଶବ ବୋହିବା ଘଟଣା ରାଜ୍ୟ ସରକାରଙ୍କୁ ପିଏମଓ ତରଫରୁ ରିପୋର୍ଟ ତଲବ କରାଯାଇଛି । କାଲି ପିଏମୋଓ ପକ୍ଷରୁ ଚିଠି ପହଂଚିଥିବା ସୂଚନା ରହିଛି । ସୂଚନା ଦେଲେ ବିଜେଡି ମୁଖପାତ୍ର ପ୍ରତାପ ଦେବ । ଏଥିରେ କୈାଣସି ରାଜନୀତି ନାହିଁ , ଏହା ଏକ ସ୍ୱାଭାବିକ ପ୍ରକ୍ରିୟା , ଖୁବଶୀଘ୍ର ରାଜ୍ୟ ସରକାର ସବିଶେଷ ତଥ୍ୟ ଦେବେ ବୋଲି ପ୍ରତାପ ଦେବ କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe