କନକ ବ୍ୟୁରୋ : ସ୍ୱାମୀ କାନ୍ଧରେ ସ୍ତ୍ରୀର ଶବ ବୋହିବା ଘଟଣା ରାଜ୍ୟ ସରକାରଙ୍କୁ ପିଏମଓ ତରଫରୁ ରିପୋର୍ଟ ତଲବ କରାଯାଇଛି । କାଲି ପିଏମୋଓ ପକ୍ଷରୁ ଚିଠି ପହଂଚିଥିବା ସୂଚନା ରହିଛି । ସୂଚନା ଦେଲେ ବିଜେଡି ମୁଖପାତ୍ର ପ୍ରତାପ ଦେବ । ଏଥିରେ କୈାଣସି ରାଜନୀତି ନାହିଁ , ଏହା ଏକ ସ୍ୱାଭାବିକ ପ୍ରକ୍ରିୟା , ଖୁବଶୀଘ୍ର ରାଜ୍ୟ ସରକାର ସବିଶେଷ ତଥ୍ୟ ଦେବେ ବୋଲି ପ୍ରତାପ ଦେବ କହିଛନ୍ତି ।
ସ୍ୱାମୀ କାନ୍ଧରେ ସ୍ତ୍ରୀର ଶବ ବୋହିବା ଘଟଣା : ରାଜ୍ୟ ସରକାରଙ୍କୁ ପିଏମଓ ତରଫରୁ ରିପୋର୍ଟ ତଲବ
/kanak/media/post_attachments/wp-content/uploads/2016/08/Dana-Majhi.jpg)