କନକ ବ୍ୟୁରୋ : ଡ଼େଙ୍ଗୁ ରୋଗୀଙ୍କ ପାଇଁ ଆଗକୁ ଅଭାବ ହୋଇପାରେ ପ୍ଲାଟିଲେଟ । ରାଜଧାନୀର କ୍ୟାପିଟାଲ ହସ୍ପିଟାଲରେ ପ୍ରତିଦିନ ୧୫ଜଣ ରୋଗୀଙ୍କୁ ଦିଆଯାଉଛି ପ୍ଳାଟିଲେଟ । କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ କହିଲେ କରୋନା ପାଇଁ ରକ୍ତ ସଂଗ୍ରହ କମ୍ ହେଉଥିବାରୁ ଦେଖାଦେଇପାରେ ଅଭାବ । ଅନ୍ୟପଟେ କ୍ୟାପିଟାଲ ହସ୍ପିଟାଲରେ ବେଡ଼ର ଅଭାବ ନାହିଁ ବୋଲି କହିଛନ୍ତି ଲକ୍ଷ୍ମୀଧର ମହାପାତ୍ର ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us