ଗଂଜାମ: ଗଂଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ ଛାମୁଣ୍ଡା ନିକଟରେ ଅଘଟଣ । ଚଳନ୍ତା ବସରେ ଅଗ୍ନିକାଣ୍ଡ । ବସରେ ଥିବା ୩୦ ଯାତ୍ରୀ ଅଳ୍ପକେ ବର୍ତି ଯାଇଛନ୍ତି । ବସ୍ ପୋଡ଼ି ଯାଇଥିବା ବେଳେ ଲୋକଙ୍କ ସାମଗ୍ରୀ ପୋଡ଼ି ଯାଇଛି । ବ୍ୟାଟେରୀ ସଟ୍ ସର୍କିଟ୍ ଯୋଗୁଁ ଅଗ୍ନିକାଣ୍ଡ ହୋଇଥିବା ସୂଚନା । କଟାଧାରରୁ କଟକ ଯାଉଥିବା ଏକ ଘରୋଇ ବସ୍ ।
ଚଳନ୍ତା ବସରେ ଅଗ୍ନିକାଣ୍ଡ
/kanak/media/post_attachments/wp-content/uploads/2016/04/vlcsnap-2016-04-01-12h35m34s719.png)