ପିପିଲି ଟୋଲ୍ ଗେଟରେ ଲଙ୍କାକାଣ୍ଡ : ଅସ୍ତ୍ରଶସ୍ତ୍ର ଧରି ରାଜରାସ୍ତାରେ ଉତ୍ୟକ୍ତ ଲୋକେ

Advertisment
ପିପିଲି ଟୋଲ୍ ଗେଟରେ ଲଙ୍କାକାଣ୍ଡ : ଅସ୍ତ୍ରଶସ୍ତ୍ର ଧରି ରାଜରାସ୍ତାରେ ଉତ୍ୟକ୍ତ ଲୋକେ

କନକ ବ୍ୟୁରୋ : ସାମାନ୍ୟ ବଚସାକୁ ନେଇ ପିପିଲିରେ ଘଟିଗଲା ତୁମୂଳ କାଣ୍ଡ । ରାଜରାସ୍ତାରେ ବୁଲିଲା ଖଣ୍ଡା, ଦିନ ଦୁଇପହରରେ ପଡ଼ିଲା ବୋମା । ପିପିଲି ଟୋଲ ଗେଟରେ ହେଲା ବ୍ୟାପକ ଭଙ୍ଗାରୁଜା । ଯାହାଫଳରେ ବେଶ କିଛି ସମୟ ଧରି ଭୁବନେଶ୍ୱର ପୁରୀ ରାସ୍ତାରେ ଠପ ହୋଇଯାଇଥିଲା ।

ଏହା ସହ ଦେଖନ୍ତୁ ଏହି ଭିଡିଓ -

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe