କନକ ବ୍ୟୁରୋ : ସାମାନ୍ୟ ବଚସାକୁ ନେଇ ପିପିଲିରେ ଘଟିଗଲା ତୁମୂଳ କାଣ୍ଡ । ରାଜରାସ୍ତାରେ ବୁଲିଲା ଖଣ୍ଡା, ଦିନ ଦୁଇପହରରେ ପଡ଼ିଲା ବୋମା । ପିପିଲି ଟୋଲ ଗେଟରେ ହେଲା ବ୍ୟାପକ ଭଙ୍ଗାରୁଜା । ଯାହାଫଳରେ ବେଶ କିଛି ସମୟ ଧରି ଭୁବନେଶ୍ୱର ପୁରୀ ରାସ୍ତାରେ ଠପ ହୋଇଯାଇଥିଲା ।
ଏହା ସହ ଦେଖନ୍ତୁ ଏହି ଭିଡିଓ -