ସଂସଦ ଭବନ ନେଇ ଦାଖଲ ପିଆଇଏଲ ଖାରଜ। ସୁପ୍ରିମକୋର୍ଟ କହିଲେ, ଏଭଳି ମାମଲାର ବିଚାର କରିବା କୋର୍ଟଙ୍କ କାମ ନୁହେଁ

ମେ ୨୮ରେ ଉଦଘାଟିତ ହେବ ନୂଆ ସଂସଦ ଭବନ, ସାମ୍ନାକୁ ଆସିଲା ପୂରା କାର୍ଯ୍ୟସୂଚୀ

କନକ ବ୍ୟୁରୋ: ସଂସଦ ଭବନକୁ ରାଷ୍ଟ୍ରପତି ଉଦଘାଟନ କରିବା ପ୍ରସଙ୍ଗ । ଜନସ୍ୱାର୍ଥ ମାମଲା ଖାରଜ କଲେ ସୁପ୍ରିମକୋର୍ଟ । ସଂସଦ ଭବନର ଉଦଘାଟନକୁ ନେଇ ପିଆଇଏଲ ଦାଖଲ ହୋଇଥିଲା । କୋର୍ଟ କହିଛନ୍ତି ଏଭଳି ମାମଲାର ବିଚାର କରିବା ସୁପ୍ରିମକୋର୍ଟଙ୍କ କାମ ନୁହେଁ । ଆବେଦନକାରୀ ସଂସଦ ଭବନକୁ ରାଷ୍ଟ୍ରପତି ଉଦଘାଟନ କରନ୍ତୁ ବୋଲି ନିର୍ଦ୍ଦେଶ ଦେବାକୁ ପିଆଇଏଲ ଦାଖଲ କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe