କନକ ବ୍ୟୁରୋ: ଆସନ୍ତା ୨୨ ତାରିଖରେ ଅଯୋଧ୍ୟାଠାରେ ରାମଲାଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହେବ । ଏଥିିପାଇଁ ସାରା ଦେଶରେ ଲୋକଙ୍କ ଉତ୍ସାହ ରହିଛି । ବହୁ ଭକ୍ତ ମଧ୍ୟ ସେଠାକୁ ଯିବା ପାଇିଁ ପ୍ରସ୍ତୁତ ହୋଇ ରହିଛନ୍ତି ।ଏହା ଭିତରେ ସାମ୍ାକୁ ଆସିଛି ମନ୍ଦିର ଗର୍ଭ ଗୃହର ଆଉ ଏକ ଦୃଶ୍ୟ । ମନ୍ଦିରରେ ଲାଗିଥିବା ପ୍ରଥମ ସୁନା କବାଟର ଦୃଶ୍ୟ ଦେଖିବାକୁ ମିଳିଛି । ପୁରା ମନ୍ଦିରରେ ଏଭଳି ୨୨ଟି ସୁନା କବାଟ ଲାଗିବାର ସୂଚନା ରହିଛି ।
ସାମ୍ନାକୁ ଆସିଲା ଅଯୋଧ୍ୟା ରାମମନ୍ଦିର ଗର୍ଭଗୃହର ନୂଆ ଭିଡିଓ । ଦେଖିବାକୁ ମିଳିଲା ମନ୍ଦିରରେ ଲାଗିଥିବା ପ୍ରଥମ ସୁନା କବାଟର ପ୍ରଥମ ଝଲକ ।
/kanak/media/post_attachments/wp-content/uploads/2024/01/gold.jpg)