‘ଫିଲୋରୀ’ ଟ୍ରେଲର ରିଲିଜ୍ ! ଭୂତ ଓ ପ୍ରେମ କାହାଣୀର ପ୍ରଯୋଜନା ସହ ଭିନ୍ନ ଚରିତ୍ରରେ ଦେଖାଦେବେ ଅନୁଷ୍କା

‘ଫିଲୋରୀ’ ଟ୍ରେଲର ରିଲିଜ୍ ! ଭୂତ ଓ ପ୍ରେମ କାହାଣୀର ପ୍ରଯୋଜନା ସହ ଭିନ୍ନ ଚରିତ୍ରରେ ଦେଖାଦେବେ ଅନୁଷ୍କା

ବଲିଉଡ ସିନେମା ‘ଫିଲୌରୀ’ର ଟ୍ରେଲର ରିଲିଜ୍ । ଅନୁଷ୍କା ଶର୍ମାଙ୍କ ଦ୍ୱାରା ପ୍ରସ୍ତୁତ ସିନେମା ‘ଫିଲୌରୀ’ର ଟ୍ରେଲର ରିଲିଜ ହୋଇଛି । ଟୁଇଟରରେ ଏହି ଟ୍ରେଲରକୁ ସେୟାର କରିଛନ୍ତି ନିଜେ ଅନୁଷ୍କା । ଏଥିରେ ଅନୁଷ୍କା ଭିନ୍ନ ଓ ନୂଆ ଲୁକରେ ଦେଖା ଦେବେ ।

ଲଭ ଷ୍ଟୋରୀକୁ ନେଇ ପ୍ରସ୍ତୁତ ହୋଇଥିବା ଏହି ସିନେମାଟିରେ ଭୂତ ଚରିତ୍ରରେ ଅଭିନୟ କରିଛନ୍ତି ଅନୁଷ୍କା । ଅନୁଷ୍କା ଶର୍ମାଙ୍କ ବ୍ୟତିତ ଏଥିରେ ଦିଲଜିତ ଦୋସାଂଜ, ସୁରଜ ଶର୍ମା, ଅଲାବା ମେହରିନ କୌର ନଜର ଆସିବେ । ମାର୍ଚ୍ଚ ୨୪ରେ ରିଲିଜ୍ ହେବ ‘ଫିଲୌରୀ’ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe