ବଲିଉଡ ସିନେମା ‘ଫିଲୌରୀ’ର ଟ୍ରେଲର ରିଲିଜ୍ । ଅନୁଷ୍କା ଶର୍ମାଙ୍କ ଦ୍ୱାରା ପ୍ରସ୍ତୁତ ସିନେମା ‘ଫିଲୌରୀ’ର ଟ୍ରେଲର ରିଲିଜ ହୋଇଛି । ଟୁଇଟରରେ ଏହି ଟ୍ରେଲରକୁ ସେୟାର କରିଛନ୍ତି ନିଜେ ଅନୁଷ୍କା । ଏଥିରେ ଅନୁଷ୍କା ଭିନ୍ନ ଓ ନୂଆ ଲୁକରେ ଦେଖା ଦେବେ ।
ଲଭ ଷ୍ଟୋରୀକୁ ନେଇ ପ୍ରସ୍ତୁତ ହୋଇଥିବା ଏହି ସିନେମାଟିରେ ଭୂତ ଚରିତ୍ରରେ ଅଭିନୟ କରିଛନ୍ତି ଅନୁଷ୍କା । ଅନୁଷ୍କା ଶର୍ମାଙ୍କ ବ୍ୟତିତ ଏଥିରେ ଦିଲଜିତ ଦୋସାଂଜ, ସୁରଜ ଶର୍ମା, ଅଲାବା ମେହରିନ କୌର ନଜର ଆସିବେ । ମାର୍ଚ୍ଚ ୨୪ରେ ରିଲିଜ୍ ହେବ ‘ଫିଲୌରୀ’ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/02/phillauri-movie-wallpapers.jpg)