ନବ ଦମ୍ପତିଙ୍କୁ ପେଟ୍ରୋଲ ଉପହାର : ଦେଶର ତେଲ ଦର ବୃଦ୍ଧି ପାଉଥିବା ବେଳେ ଏମିତି ଉପହାର ଦେଇଛି ଛାତ୍ର କଂଗ୍ରେସ

Advertisment
ନବ ଦମ୍ପତିଙ୍କୁ ପେଟ୍ରୋଲ ଉପହାର : ଦେଶର ତେଲ ଦର ବୃଦ୍ଧି ପାଉଥିବା ବେଳେ ଏମିତି ଉପହାର ଦେଇଛି ଛାତ୍ର କଂଗ୍ରେସ

କନକ ବ୍ୟୁରୋ : ଦେଶରେ ଏବେ ପେଟ୍ରୋଲ ଦର ମହାଙ୍ଗା, ତେଣୁ ବାହାଘର ଉତ୍ସବରେ ବି ଲୋକେ ଉପହାରରେ ଏବେ ପେଟ୍ରୋଲ ଦେଉଥିବା ଦେଖିବାକୁ ମିଳିଛି । ଏକ ବିବାହ ରିସେପସନରେ ଉପହାରରେ ପେଟ୍ରୋଲ ଦେଇଛି ଛାତ୍ର କଂଗ୍ରେସ । ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ଆଟପୁର ପଂଚାୟତ ସାରୁପଦା ଗାଁର ତାପସ କୁମାର ଯଶମୁଖଙ୍କ ବିବାହ ରିସେପସନରେ ଛାତ୍ର କଂଗ୍ରେସ ସାଧାରଣ ସମ୍ପାଦକ ରହିମତ ଅଲ୍ଲି ଉତ୍ସବରେ ଯୋଗ ଦେଇ ଉପହାର ସ୍ୱରୂପ ଏକ ଜାରରେ ପେଟ୍ରୋଲ ଭର୍ତି କରିଦେଇଥିଲେ, ଯାହା ଏବେ ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe