ନିର୍ବାଚନ ପୂର୍ବରୁ ସରକାରଙ୍କ ବଡ ଘୋଷଣା । କମିଲା ପେଟ୍ରୋଲ ଓ ଡିଜେଲ ଦର । ଜାଣନ୍ତୁ କେତେ କମିଛି ଲିଟର ପ୍ରତି ଦାମ

ନିର୍ବାଚନ ପୂର୍ବରୁ ସରକାରଙ୍କ ବଡ ଘୋଷଣା । କମିଲା ପେଟ୍ରୋଲ ଓ ଡିଜେଲ ଦର । ଜାଣନ୍ତୁ କେତେ କମିଛି ଲିଟର ପ୍ରତି ଦାମ

କନକ ବ୍ୟୁରୋ : ନିର୍ବାଚନ ପୂର୍ବରୁ ସରକାର ପେଟ୍ରୋଲ ଡିଜେଲର ଦାମ କମ କରିଛନ୍ତି । ପେଟ୍ରୋଲିୟମ ମନ୍ତ୍ରଣାଳୟ ତରଫରୁ ସାରା ଦେଶରେ ପେଟ୍ରୋଲ ଓ ଡିଜେଲର ଦାମ ଲିଟର ପ୍ରତି ୨ଟଙ୍କା କମ୍ କରାଯାଇଛି । ଏହି ଦର ଶୁକ୍ରବାର ସକାଳ ୬ଟାରୁ ଲାଗୁ ହେବାକୁ ଯାଇଛି । ପେଟ୍ରୋଲ ଓ ଡିଜେଲର ଦାମ କମିବା ପରେ ସାଧାରଣ ଉପଭୋକ୍ତାଙ୍କୁ ଆଶ୍ୱସ୍ତି ମିଳିଛି । ଏହାସହ ୫୮ ଲକ୍ଷରୁ ଅଧିକ ଡିଜେଲ ଚାଳିତ ଭାରି ମାଲ ବାହାନ, ୬ଲକ୍ଷରୁ ଅଧିକ କାର ଓ ୨୭ କୋଟିରୁ ଅଧିକ ୨ ଚକିଆ ବାହନ ଚାଳକଙ୍କ ଖର୍ଚ୍ଚ କମ୍ ହେବ  ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe