କନକ ବ୍ୟୁରୋ: ଭବାନୀପାଟଣା ମେଡିକାଲ କଲେଜକୁ ମିଳିଲା ଅନୁମତି । ଚଳିତ ବର୍ଷରୁ କଳାହାଣ୍ଡି ମେଡିକାଲ କଲେଜରେ ଆରମ୍ଭ ହେବ ପାଠପଢା । ୧୦୦ ଏମବିବିଏସ ସିଟକୁ ଅନୁମୋଦନ ଦେଲା ଏନଏମସି । ଚଳିତ ଶିକ୍ଷା ବର୍ଷରୁ ପାଠପଢା ଆରମ୍ଭ ନେଇ ଅନୁମତି ଦେଇଛି ନ୍ୟାସନାଲ ମେଡିକାଲ କମିଶନ ।
ଭବାନୀପାଟଣା ମେଡିକାଲ କଲେଜକୁ ଅନୁମତି। ଚଳିତ ଶିକ୍ଷା ବର୍ଷରୁ ଆରମ୍ଭ ହେବ ପାଠପଢା।
/kanak/media/post_attachments/wp-content/uploads/2023/04/Collage-Maker-06-Apr-2023-03-22-PM-7617.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)