ମାଲକାନଗିରିରେ ଏକାଠି ହେଲେ ଚିଟଫଣ୍ଡ କ୍ଷତିଗ୍ରସ୍ତ ଜମାକାରୀ ! ଦାବି ଆମ ଟଙ୍କା ଫେରାଅ

Advertisment
ମାଲକାନଗିରିରେ ଏକାଠି ହେଲେ ଚିଟଫଣ୍ଡ କ୍ଷତିଗ୍ରସ୍ତ ଜମାକାରୀ !  ଦାବି ଆମ ଟଙ୍କା ଫେରାଅ

କନକ ବ୍ୟୁରୋ : ମାଲକାନଗିରିରେ ଏକାଠି ହୋଇଛନ୍ତି ଚିଟଫଣ୍ଡ କ୍ଷତିଗ୍ରସ୍ତ ମିଳିତ ମଂଚ । ଆର୍ଥିକ ସଂସ୍ଥାଙ୍କ ଦ୍ୱାରା ଠକେଇର ଶିକାର ହୋଇଥିବା କ୍ଷତିଗ୍ରସ୍ତ ମିଳିତ ମଂଚ ପକ୍ଷରୁ ଆଜି ମାଲକାନଗିରିରେ ରାଲି କରାଯାଇଛି । ଶହ ଶହ ସଂଖ୍ୟାରେ କ୍ଷତିଗ୍ରସ୍ତ ଏହି ରାଲିରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ସରକାର ତୁରନ୍ତ ସ୍ୱଳ୍ପ ଜମାକାରୀଙ୍କୁ ଚିହ୍ନଟ କରି ସେମାନଙ୍କୁ ଅର୍ଥ ପ୍ରଦାନ କରିବାକୁ ସଂଘ ପକ୍ଷରୁ ଦାବି କରାଯାଇଥିଲା ।

ଏହା ସହ ଦେଖନ୍ତୁ ଏହି ଭିଡିଓ-

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe