କନକ ବ୍ୟୁରୋ : ମାଲକାନଗିରିରେ ଏକାଠି ହୋଇଛନ୍ତି ଚିଟଫଣ୍ଡ କ୍ଷତିଗ୍ରସ୍ତ ମିଳିତ ମଂଚ । ଆର୍ଥିକ ସଂସ୍ଥାଙ୍କ ଦ୍ୱାରା ଠକେଇର ଶିକାର ହୋଇଥିବା କ୍ଷତିଗ୍ରସ୍ତ ମିଳିତ ମଂଚ ପକ୍ଷରୁ ଆଜି ମାଲକାନଗିରିରେ ରାଲି କରାଯାଇଛି । ଶହ ଶହ ସଂଖ୍ୟାରେ କ୍ଷତିଗ୍ରସ୍ତ ଏହି ରାଲିରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ସରକାର ତୁରନ୍ତ ସ୍ୱଳ୍ପ ଜମାକାରୀଙ୍କୁ ଚିହ୍ନଟ କରି ସେମାନଙ୍କୁ ଅର୍ଥ ପ୍ରଦାନ କରିବାକୁ ସଂଘ ପକ୍ଷରୁ ଦାବି କରାଯାଇଥିଲା ।
ଏହା ସହ ଦେଖନ୍ତୁ ଏହି ଭିଡିଓ-
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/03/vlcsnap-2017-03-28-13h30m59s032.png)