କନକ ବ୍ୟୁରୋ: ନଦୀରୁ ଉଦ୍ଧାର ହେଲା ଡଲଫିନ୍ । ବାଲେଶ୍ୱର ଜିଲ୍ଲା ବସ୍ତା ଅଂଚଳରେ ନଦୀରୁ ଡଲଫିନ୍ ଉଦ୍ଧାର କରିଛନ୍ତି ଗାଁଲୋକ । ଡଲଫିନକୁ କାନ୍ଧରେ ବୋହିଆଣି ଗାଁ ମଠ ପୋଖରୀରେ ଛାଡ଼ିଥିଲେ ଗାଁଲୋକ । ଡଲଫିନକୁ ଦେଖିବାକୁ ଲୋକଙ୍କ ଗହଳି ଲାଗିଥିଲା । ନଦୀରୁ ଉଦ୍ଧାର ନେଇ ଡିଏଫଓ କହିଛନ୍ତି ପୋଖରୀରୁ ଡଲଫିନକୁ ଉଦ୍ଧାର କରି ତାର ପ୍ରାଥମିକ ଚିକିତ୍ସା କରାଯିବ । ପରେ ନଦୀରେ ଛଡ଼ାଯିବା ନେଇ କହିଛନ୍ତି ଡିଏଫଓ