କନକ ବ୍ୟୁରୋ: ସୁନ୍ଦରଗଡ ଜିଲ୍ଲାରେ ବେଧଡକ ଚାଲିଛି ପିଡିଏସ ଚାଉଳ ହରିଲୁଟ । ଖୋଦ୍ ଖାଦ୍ୟ ଯୋଗାଣ ବିଭାଗ ଲୁଟେରାଙ୍କ ସୁରକ୍ଷା କବଚ ସାଜି ସାହାଯ୍ୟ କରୁଥିବା ହୋଇଛି ଅଭିଯୋଗ । ଟ୍ରକ ଭର୍ତ୍ତି ଚାଉଳ ନିର୍ଦ୍ଦିଷ୍ଟ ସ୍ଥାନକୁ ପଠାଯାଉଥିବା ବେଳେ ଅନ୍ୟତ୍ର ଯାଇ ବିକ୍ରିି ହେଉଥିବା ଅଭିଯୋଗ ହୋଇଛି ।
ପ୍ରତିଦିନ ଚାଉଳ ହରିଲୁଟ ହୋଇଚାଲିଛି । ଧରାପଡିଗଲା ପରେ ମାମଲା ଥାନାକୁ ଯାଇଛି । ହେଲେ ସେଠାରେ ମଧ୍ୟ ମାମଲାର ଦଫା ରଫା କରିଦିଆଯାଉଥିବା ଅଭିଯୋଗ ହେଉଛି । ଏନେଇ ଉପରିସ୍ଥ ଅଧିକାରୀମାନଙ୍କୁ ମଧ୍ୟ ଜଣାଯାଇଛି । ହେଲେ କୌଣସି ପଦକ୍ଷେପ ନିଆଯାଉନାହିଁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/07/vlcsnap-2023-07-09-18h55m22s615.jpg)