ଆତଙ୍କବାଦୀଙ୍କ ଟାର୍ଗେଟରେ ପିଡିପି ନେତା ! ପୁଲୱାମା ଜିଲ୍ଲାଧ୍ୟକ୍ଷ ଅବୁଦୁଲ ଗନୀଙ୍କୁ ଗୁଳି କରି ହତ୍ୟା

24

କନକ ବ୍ୟୁରୋ : ଆତଙ୍କବାଦୀଙ୍କ ଟାର୍ଗେଟରେ ପିଡିପି ନେତା । ପୁଲୱାମା ଜିଲ୍ଲାଧ୍ୟକ୍ଷ ଅବୁଦୁଲ ଗନୀଙ୍କୁ ଗୁଳି କରି ଆଜି ହତ୍ୟା କରିଛନ୍ତି ଆତଙ୍କବାଦୀ । ଗୁରୁତର ଅବସ୍ଥାରେ ଚିକିତ୍ସା ଚାଲିଥିବା ସମୟରେ ଗନୀଙ୍କ ମୃତ୍ୟୁ ହୋଇଛି । ଚଳିତ ମାସରେ ପିଡିପି ନେତାଙ୍କୁ ୩ୟ ଥର ପାଇଁ ଟାର୍ଗେଟ କରିଛନ୍ତି ଆତଙ୍କବାଦୀ । ପୂର୍ବରୁ ୨ଟି ଘଟଣାରେ ୨ନେତାଙ୍କର ହତ୍ୟା କରାଯାଇଥିଲା ।