କନକ ବ୍ୟୁରୋ : ଭୁବନେଶ୍ୱର ପାତ୍ରପଡା ନିଟକରେ ଥିବା ମୋ ବସ୍ ଡିପୋରେ ପାତ୍ରପଡା- ଭଗବାନପୁର ଯୁବବାହିନୀ ତରଫରୁ ଆନ୍ଦୋଳନ କରାଯାଉଛି । ବିଭିନ୍ନ ଦାବି ନେଇ ସଂଗଠନ ପକ୍ଷରୁ ଆନ୍ଦୋଳନ ଚାଲିଛି । ବିଶେଷ ଭାବେ ଗେଟ ଖୋଲିବା ଓ ଷ୍ଟପେଜ କରିବା ଦାବିରେ ଏହି ଆନ୍ଦୋଳନ ଚାଲିଛି । ଏହି ଆନ୍ଦୋଳନରେ କଂଗ୍ରେସ ନେତା ତଥା ଜଟଣୀ ବିଧାୟକ ସୁରା ରାଉତରାୟ ସାମିଲ ହୋଇଛନ୍ତି । ଆନ୍ଦୋଳନକାରୀମାନେ ଡିପୋରେ ମୋ ବସ୍ ଗୁଡିକୁ ଅଟକାଇ ରଖିଛନ୍ତି ।
ପାତ୍ରପଡା ମୋ ବସ୍ ଡିପୋରେ ପାତ୍ରପଡା – ଭଗବାନପୁର ଯୁବବାହିନୀର ଆନ୍ଦୋଳନ, ଅଟକି ରହିଛି ମୋ ବସ୍
/kanak/media/post_attachments/wp-content/uploads/2023/11/8-13.jpg)
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)