ପାତ୍ର ଇଲେକ୍ଟ୍ରୋନିକସରେ ଆକର୍ଷଣୀୟ ଅଫର । ୫୫ ଇଞ୍ଚ ଏଲଇଡି ଟିଭିରେ ୩୨ ଇଞ୍ଚର ଟିଭି ମାଗଣା । ମିସଡ଼ କଲ କରନ୍ତୁ ପୁରସ୍କାର ଜିତନ୍ତୁ ।

2,441

କନକ ବ୍ୟୁରୋ : ୫୫ ଇଞ୍ଚ ଏଲଇଡି ଟିଭି ସହ ୩୨ ଇଞ୍ଚ ଟିଭି ମାଗଣାରେ । ୱାସିଂ ମେସିନ କିଣିଲେ ଗ୍ରାଇଣ୍ଡର ମାଗଣାରେ । କିଛି ଏମିତି ଅଫର ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଆଣିଛି ରାଜ୍ୟର ସର୍ବବୃହତ ଇଲେକ୍ଟ୍ରୋନିକସ ଚେନ ଷ୍ଟୋର ପାତ୍ର ଇଲେକ୍ଟ୍ରୋନିକସ ।

ଦୀର୍ଘ ୩୦ ବର୍ଷରୁ ଅଧିକ ସମୟ ଧରି ଓଡିଶା ବଜାରରେ ନିଜର ଦବଦବା ରଖିଥିବା ପାତ୍ର ଇଲେକ୍ଟ୍ରୋନିକସର ପରିଚାଳନା ନିର୍ଦେଶକ କୈଳାସ ଚନ୍ଦ୍ର ପାତ୍ର କୁହନ୍ତି ଗ୍ରାହକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଆମେ ଏହି ଆକର୍ଷଣୀୟ ଅଫର ସବୁ ରଖିଛୁ । ଅନ୍ୟ ଅଫର ଗୁଡିକ ହେଉଛି, କମ୍ବୋ ଅଫର ୩୪,୯୯୦ ଟଙ୍କାରେ ଟିଭି, ଫ୍ରିଜ, ୱାସିଂ ମେସିନ ସହିତ ଗ୍ରାଇଣ୍ଡର ଓ ଆଇରନ । ସାଇଡ ବାଏ ସାଇଡ ଫ୍ରିଜ କିଣିଲେ ୧୦ କେଜି ଟପ୍ ଲୋଡ଼ ୱାସିଂ ମେସିନ ମାଗଣାରେ ମିଳୁଥିବା ବେଳେ ଏଆର କଣ୍ଡିସନର ନେଲେ ମିନି ବାର ଫ୍ରିଜ ମାଗଣାରେ ମିଳୁଛି । ଏଗୁଡିକ ସହ ଆକର୍ଷଣୀୟ ସ୍କିମ ମଧ୍ୟ ରହିଛି ବୋଲି କୈଳାସ ଚନ୍ଦ୍ର ପାତ୍ର ଜଣାଇଛନ୍ତି ଏବଂ ଏହାର ସୁଯୋଗ ନେବା ପାଇଁ ଗ୍ରାହକମାନଙ୍କୁ ଅନୁରୋଧ କରିଛନ୍ତି । ଆପଣ ୮୦୯୩୦୨୬୬୭୬ ନମ୍ବରରେ ମିସଡ଼ କଲ କରି ଲକି ଡ୍ର ରେ ଭାଗନେଇ ପୁରସ୍କାର ମଧ୍ୟ ଜିତିପାରିବେ ।