ବିହାରରେ ଏନଡିଏର ଶକ୍ତି ପ୍ରଦର୍ଶନ: ଗୋଟିଏ ମଂଚରେ ନଜର ଆସିଲେ ମୋଦି, ନୀତିଶ ଓ ପାଶୱାନ୍

Advertisment
ବିହାରରେ ଏନଡିଏର ଶକ୍ତି ପ୍ରଦର୍ଶନ: ଗୋଟିଏ ମଂଚରେ ନଜର ଆସିଲେ ମୋଦି, ନୀତିଶ ଓ ପାଶୱାନ୍

କନକ ବ୍ୟୁରୋ: ବିହାରର ପାଟଣାରେ ଶକ୍ତି ପ୍ରଦର୍ଶନ କରିଛି ଏନଡିଏ । ଗୋଟିଏ ମଂଚରେ ଏକାଠି ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି , ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିଏସ ମୁଖ୍ୟ ନୀତିଶ କୁମାର, ଓ କେନ୍ଦ୍ରମନ୍ତ୍ରୀ ତଥା ଏଲଜେପି ମୁଖ୍ୟ ରାମବିଳାଶ ପାଶୱାନ୍ । ଏହି ଜନସଭାରୁ ଆଗାମୀ ୨୦୧୯ ସାଧାରଣ ନିର୍ବାଚନ ପାଇଁ ବିଗୁଲ ଫୁଙ୍କିଛନ୍ତି ଏହି ତିନି ନେତା ।

publive-image

ଜନସଭାକୁ ସମ୍ବୋଦ୍ଧନ କରି ମୋଦି କହିଛନ୍ତି ୨୦୧୯ ପର୍ଯ୍ୟନ୍ତ ଦେଶର ଆବଶ୍ୟକତା ପୁରଣ କରିବାର ସମୟ ଥିଲା । ୨୦୧୯ ପରେ ଦେଶକୁ ନୂଆ ଉଚ୍ଚତାକୁ ଉଠାଇବାର ସମୟ । ନୀତିଶ୍ କହିଛନ୍ତି କିଛି ଲୋକ ନେବା ପାଇଁ ରାଜନୀତି କରୁଛନ୍ତି । ବିହାରରେ ଏନଡ଼ିଏ ୪୦ରୁ ୪୦ ଲୋକସଭା ଆସନ ଜିତିବ ବୋଲି ଦୃଢ଼ୋ଼କ୍ତି କରିଛନ୍ତି ନୀତିଶ୍ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe