ରାଜଧାନୀର ରାଜରାସ୍ତାରେ ପଥ ଉତ୍ସବର ଧମାଲ !

32

କନକ ବ୍ୟୁରୋ : ରବିବାର ସକାଳେ ରାଜଧାନୀର ରାଜରାସ୍ତାରେ ସହରବାସୀଙ୍କୁ ଏକାଠି ଦେଖିବାକୁ ମିଳିଥାଏ । ପଥ ଉତ୍ସବରେ ସହରବାସୀ ଏକାଠି ହୋଇଥାନ୍ତି ଗୋଟିଏ ଜାଗାରେ । ପ୍ରତି ରବିବାର ଦିନ ସକାଳ ୭ ରୁ ୧୦ .୩୦ ଯାଏଁ ରାମ ମନ୍ଦିର ଛକରୁ ଆରମ୍ଭ କରି ମାଷ୍ଟର କ୍ୟାଟିନ ପର୍ଯ୍ୟନ୍ତ ପଥ ଉତ୍ସବ ପାଳନ କରାଯାଇଥାଏ । ସେହି ରାସ୍ତାରେ ଯାନ ବାହନ ଚଳାଚଳ ସବୁ ବନ୍ଦ ରହିଥାଏ । ଏହି ରାସ୍ତାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥାଏ ।

ଏହା ସହ ଦେଖନ୍ତୁ ଏହି ଭିଡିଓ-