ରାଜଧାନୀର ରାଜରାସ୍ତାରେ ପଥ ଉତ୍ସବର ଧମାଲ !

21

କନକ ବ୍ୟୁରୋ : ରବିବାର ସକାଳେ ରାଜଧାନୀର ରାଜରାସ୍ତାରେ ସହରବାସୀଙ୍କୁ ଏକାଠି ଦେଖିବାକୁ ମିଳିଥାଏ । ପଥ ଉତ୍ସବରେ ସହରବାସୀ ଏକାଠି ହୋଇଥାନ୍ତି ଗୋଟିଏ ଜାଗାରେ । ପ୍ରତି ରବିବାର ଦିନ ସକାଳ ୭ ରୁ ୧୦ .୩୦ ଯାଏଁ ରାମ ମନ୍ଦିର ଛକରୁ ଆରମ୍ଭ କରି ମାଷ୍ଟର କ୍ୟାଟିନ ପର୍ଯ୍ୟନ୍ତ ପଥ ଉତ୍ସବ ପାଳନ କରାଯାଇଥାଏ । ସେହି ରାସ୍ତାରେ ଯାନ ବାହନ ଚଳାଚଳ ସବୁ ବନ୍ଦ ରହିଥାଏ । ଏହି ରାସ୍ତାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥାଏ ।

ଏହା ସହ ଦେଖନ୍ତୁ ଏହି ଭିଡିଓ-

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ସମ୍ବାଦ ଓ କନକ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ‘ସମ୍ବାଦ’ ଗ୍ରୁପର ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

Comments are closed.