ପଠାନକୋଟ ଆକ୍ରମଣର ମାଷ୍ଟରମାଇଣ୍ଡ ସାହିଦ ଲତିଫକୁ ହତ୍ୟା
ପାକିସ୍ତାନରେ ଭାରତର ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ
ସାହିଦକୁ ପାକିସ୍ତାନର ସିଆଲକୋଟରେ ଅଜ୍ଞାତ ଆକ୍ରମଣକାରୀଙ୍କ ଦ୍ୱାରା ଗୁଳିକରି ହତ୍ୟା କରାଯାଇଛି ।
ଏନଆଇଏର ମୋଷ୍ଟ ୱାଣ୍ଟେଡ ତାଲିକାରେ ଥିଲା ସାହିଦ ଲତିଫ ।
ଭାରତକୁ ଆତଙ୍କବାଦୀ ପଠେଇବାରେ ମୁଖ୍ୟଭୂମିକା ଥିଲା ସାହିଦ ଲତିଫର ।
ଜୈସ ଆତଙ୍କବାଦୀ ମାନଙ୍କୁ ଭାରତ ପଠାଉଥିଲା ଲତିଫ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/10/latif.jpg)