କନକ ବ୍ୟୁରୋ: ମଝି ଚିଲିକାରେ ଫସି ରହିଛି ଯାତ୍ରୀବାହୀ ଡଙ୍ଗା । ଡଙ୍ଗାଟିରେ ଅଛନ୍ତି ପ୍ରାୟ ୨୦ରୁ ଅଧିର ଲୋକ ଓ ୧୦ ବାଇକ୍ । ଡଙ୍ଗାଟି ଆଜି ସକାଳ ୭ଟା ୩୦ ମିନିଟ ସମୟରେ ଜହ୍ନିକୁଦା ଘାଟପେଣ୍ଠରୁ ସାତପଡା ଅଭିମୁଖେ ବାହାରିଥିଲା । ମଏଁଲା ନିକଟ ମଝି ଚିଲିକାରେ ଯାନ୍ତ୍ରିକ ତ୍ରୁଟି କାରଣରୁ ଅଧାର ଅଟକି ରହିଛି ଡଙ୍ଗା । ସ୍ଥାନୀୟ ଲୋକଙ୍କ ଦ୍ୱାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି । ତଥାପି ଏଯାଏଁ ଡଙ୍ଗାଟି କୂଳକୁ ଆସିନଥିବା ସୂଚନା ରହିଛି ।
ମଝି ଚିଲିକାରେ ଫସିଲା ଯାତ୍ରୀବାହି ଡଙ୍ଗା । ଘଣ୍ଟା ଘଣ୍ଟା ଧରି ଫସି ରହିଛନ୍ତି ୨୦ରୁ ଅଧିକ ଯାତ୍ରୀ ।
/kanak/media/post_attachments/wp-content/uploads/2024/06/12-14.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)