କନକ ବ୍ୟୁରୋ:  ରାଜଧାନୀ ଭୁବନେଶ୍ୱର ଆକାଶରେ ଦୃଶ୍ୟମାନ ହୋଇଛି ବର୍ଷର ଶେଷ ସୂର୍ଯ୍ୟପରାଗ । ୪ଟା ୫୫ ପରେ ଏହା ସ୍ପଷ୍ଟ ପ୍ରତ୍ୟୟମାନ ହୋଇଛି । ଲୋକେ ମଧ୍ୟ ବିଭିନ୍ନ ସ୍ଥାନରେ ଏହାକୁ ଦେଖୁଛନ୍ତି । ସେହିଭଳି ପ୍ଲାନେଟୋରିୟମରେ ମଧ୍ୟ ଲୋକଙ୍କୁ ଦେଖିବା ପାଇଁ ବ୍ୟବସ୍ଥା ହୋଇଛି ।

Advertisment