କନକ ବ୍ୟୁରୋ : କୁମାର ପୂର୍ଣ୍ଣିମାରେ ଦୃଶ୍ୟମାନ ହେଲା ଖଣ୍ଡଗ୍ରାସ ଚନ୍ଦ୍ରଗ୍ରହଣ । ରାତି ଗୋଟାଏ ୪ ମିନିଟ ୫୫ ସେକେଣ୍ଡରୁ ୨ ଟା ୨୪ ମିନିଟ ୨ ସେକେଣ୍ଡ ଯାଏ ଦୃଶ୍ୟମାନ ଗ୍ରହଣର ସ୍ପର୍ଷ ଦେଖିବାକୁ ମିଳିଥିଲା । ଗ୍ରହରଣ ଅବଧି ୧ ଘଂଟା ୧୯ ମିନିଟ ୭ ସେକେଣ୍ଡ ଥିଲା । ଭାରତ ସମେତ ଏସିଆ, ୟୁରୋପ, ଆଫ୍ରକା, ଆମେରିକା ସହ ବିଭିନ୍ନ ମହାଦେଶରେ ଦେଖିବାକୁ ମିଳିଲା ନିଆରା ଦୃଶ୍ୟ ।
ଶାସ୍ତ୍ର ଅନୁସାରେ, ଗ୍ରହଣର ୯ଘଂଟା ପୂର୍ବରୁ ଅର୍ଥାତ୍ ଶନିବାର ଅପରାହ୍ଣ ୪ଟା ୪ ମିନିଟ ୫୫ ସେକେଣ୍ଡରୁ ରାତି ୨ ଟା ୨୪ ମିନିଟ୍ ୨ ସେକେଣ୍ଡ ପର୍ଯ୍ୟନ୍ତ ପାକତ୍ୟାଗ ସହିତ ଅନ୍ନ ଭୋଜନ ଓ ଦେବନୀତି ନିଷିଦ୍ଧ ପାଇଁ ପରାମର୍ଶ ରହିଥିଲା । କିନ୍ତୁ କିଛି ସ୍ଥାନରେ ହେତୁବାଦୀମାନେ ଏହି ସମୟରେ ଭୋଜି କରି ଖାଉଥିବା ଦେଖିବାକୁ ମିଳିଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/10/download-3.jpg)