କନକ ବ୍ୟୁରୋ : ପ୍ୟାରିସ ଅଲିମ୍ପିକ୍ସରେ ଭାରତୀୟଙ୍କୁ ଆଜି ସଫଳତା ମିଳିଛି ।ଚର୍ଚ୍ଚାରେ ରହିଛନ୍ତି ୩ଜଣ ମହିଳା ଆଥଲେଟ । ଅଲିମ୍ପିକ୍ସ ତୀର ଚାଳନା ଇଭେଂଟ ପ୍ରି-କ୍ବାଟରରେ ପହଁଚିଲେ ଦୀପିକା କୁମାରୀ ସେହିପରି ୭୫କେଜି ବକ୍ସିଂ କ୍ବାଟର ଫାଇନାଲରେ ଲଭଲିନା । ମହିଳା ସିଙ୍ଗଲ ଟେନିସରେ ସିଙ୍ଗାପୁରକୁ ୪-୦୨ରେ ହରାଇ ପ୍ରି-କ୍ବାଟଫାଇନାଲରେ ଶ୍ରୀଜା ଅକୁଲା- ପହଁଚିଛନ୍ତି । ସବୁଠୁ ଅଧିକ ସ୍ବର୍ଣ୍ଣ ସହ ଶୀର୍ଷରେ ରହିଛି ଚୀନ ।

Advertisment