‘ଗୋଲମାଲ ଏଗେନ’ରେ ନଜର ଆସିବେ ପରିଣୀତି ଚୋପ୍ରା

‘ଗୋଲମାଲ ଏଗେନ’ରେ ନଜର ଆସିବେ ପରିଣୀତି ଚୋପ୍ରା

ପରିଣୀତି ଚୋପ୍ରାଙ୍କୁ ପରିଶେଷରେ ଗୋଲମାଲର ଚତୁର୍ଥ ସଂସ୍କରଣ ପାଇଁ ରୋହିତ ସେଟ୍ଟୀ ଲିଡିଙ୍ଗ ଲେଡି ରୂପେ ଫାଇନାଲାଇଜ କରିଛନ୍ତି । ବଲିଉଡ ଅଭିନେତ୍ରୀ ପରିଣୀତି ‘ମେରୀ ପ୍ୟାରୀ ବିନ୍ଦୁ’‘ତାକଦୁମ’ ପରେ ‘ଗୋଲମାଲ ଏଗେନ’ ସାଇନ କରିଛନ୍ତି ବୋଲି ଜଣାପଡିଛି ।

ଏହି ଫିଲ୍ମ ପାଇଁ ରୋହିତ ସେଟ୍ଟୀ ପରିଣୀତି ଓ ଶ୍ରଦ୍ଧା କପୁରଙ୍କୁ ନେଇ ଦ୍ୱନ୍ଦରେ ଥିଲେ । ଶେଷରେ ସେ ପରିଣୀତିଙ୍କୁ ଏହି ଫିଲ୍ମ ପାଇଁ ବାଛିଛନ୍ତି ବୋଲି ଜଣାପଡିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe