ପରିଣୀତି ଚୋପ୍ରାଙ୍କୁ ପରିଶେଷରେ ଗୋଲମାଲର ଚତୁର୍ଥ ସଂସ୍କରଣ ପାଇଁ ରୋହିତ ସେଟ୍ଟୀ ଲିଡିଙ୍ଗ ଲେଡି ରୂପେ ଫାଇନାଲାଇଜ କରିଛନ୍ତି । ବଲିଉଡ ଅଭିନେତ୍ରୀ ପରିଣୀତି ‘ମେରୀ ପ୍ୟାରୀ ବିନ୍ଦୁ’ ଓ ‘ତାକଦୁମ’ ପରେ ‘ଗୋଲମାଲ ଏଗେନ’ ସାଇନ କରିଛନ୍ତି ବୋଲି ଜଣାପଡିଛି ।
ଏହି ଫିଲ୍ମ ପାଇଁ ରୋହିତ ସେଟ୍ଟୀ ପରିଣୀତି ଓ ଶ୍ରଦ୍ଧା କପୁରଙ୍କୁ ନେଇ ଦ୍ୱନ୍ଦରେ ଥିଲେ । ଶେଷରେ ସେ ପରିଣୀତିଙ୍କୁ ଏହି ଫିଲ୍ମ ପାଇଁ ବାଛିଛନ୍ତି ବୋଲି ଜଣାପଡିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/11/parineeti.jpg)