ପାରାଦୀପ ସିୱେଜ୍ ସିପିଂ ମ୍ୟାନେଜର ମହେନ୍ଦ୍ର ସ୍ୱାଇଁ ହତ୍ୟାକାଣ୍ଡ ମାମଲା : ମୋଷ୍ଟ ୱାଂଟେଡ ଅଶୋକ ବିହାରୀ ଗିରଫ

Advertisment
ପାରାଦୀପ ସିୱେଜ୍ ସିପିଂ ମ୍ୟାନେଜର ମହେନ୍ଦ୍ର ସ୍ୱାଇଁ ହତ୍ୟାକାଣ୍ଡ ମାମଲା :  ମୋଷ୍ଟ ୱାଂଟେଡ ଅଶୋକ ବିହାରୀ ଗିରଫ

କନକ ବ୍ୟୁରୋ : ପାରାଦୀପ ସି ୱେଜ୍ ସିପିଂ ମ୍ୟାନେଜର ମହେନ୍ଦ୍ର ସ୍ୱାଇଁ ହତ୍ୟା ମାମଲା । ଏହି ମାମଲାରେ ଅନ୍ୟତମ ଅଭିଯୁକ୍ତ ଅଶୋକ ବିହାରୀକୁ ଗିରଫ କରାଯାଇଛି । ସି ୱେଜ୍ ସିପିଂ ମ୍ୟାନେଜର ମହେନ୍ଦ୍ର ସ୍ୱାଇଁ ହତ୍ୟା ମାମଲାର ଅନ୍ୟତମ ଅଭିଯୁକ୍ତ ଅଶୋକ ବିହାରୀ ଓରଫ କାଦିର ଖାଁକୁ କୋଲକାତା ହାୱଡାରୁ ଗିରଫ କରାଯାଇଛି ।

ପାରାଦୀପ ପୋଲିସ ତାକୁ ହାୱଡାରୁ ଗିରଫ କରିଥିବା ସୂଚନା ମିଳିଛି । ଅଶୋକ ବିହାରୀକୁ ପ୍ରଥମେ ହାୱଡା କୋର୍ଟରେ ହାଜର କରାଯିବ । କୋର୍ଟରେ ହାଜର ପରେ ତାକୁ ଟ୍ରାଂଜିଟ୍ ରିମାଣ୍ଡରେ ଓଡିଶାକୁ ଅଣାଯିବବୋଲି ସୂଚନା ମିଳିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe