ସିୱେଜ ସିପିଂ ଜିଏମ ମହେନ୍ଦ୍ର ସ୍ୱାଇଁ ହତ୍ୟା ମାମଲା : ସାର୍ପ ସୁଟରକୁ ଟ୍ରାଂଜିଟ ରିମାଣ୍ଡରେ ଆଣିଲା ପାରାଦୀପ ପୁଲିସ

ସିୱେଜ ସିପିଂ ଜିଏମ ମହେନ୍ଦ୍ର ସ୍ୱାଇଁ ହତ୍ୟା ମାମଲା : ସାର୍ପ ସୁଟରକୁ ଟ୍ରାଂଜିଟ ରିମାଣ୍ଡରେ ଆଣିଲା ପାରାଦୀପ ପୁଲିସ

କନକ ବ୍ୟୁରୋ : ପାରାଦୀପ ସି ୱେଜ ସିଂଫିଂ ଜିଏମ ମହେନ୍ଦ୍ର ସ୍ୱାଇଁ ହତ୍ୟା ମାମଲାରେ ଛାନଭିନ୍ ଜାରି ରଖିଛି ପାରାଦୀପ ପୁଲିସ । ଏହି ଘଟଣାର ସାର୍ପସୁଟର ମହମ୍ମଦ ବବୁଲକୁ ପାରାଦୀପ ଥାନାକୁ ଆଣିଛି ପୁଲିସ । ୨ ଦିନିଆ ଟ୍ରାଂଜିଟ ରିମାଣ୍ଡରେ ଆଣି ମେହନ୍ଦ୍ର ସ୍ୱାଇଁ ହତ୍ୟା ମାମଲାରେ ଅଧିକ ତଥ୍ୟ ହାସଲ ଲକ୍ଷ୍ୟରେ ଜେରା କରିବ ପୁଲିସ ।

ଗତକାଲି ସାର୍ପସୁଟର ବବୁଲକୁ କୋଲକାତାରୁ ଗିରଫ କରାଯାଇଥିଲା । ତେବେ ଏବେ ସୁଦ୍ଧା ଏହି ଘଟଣାରେ ଶିଳ୍ପପତି ମହିମା ମିଶ୍ର, କଂଗ୍ରେସ ନେତା ବାପି ସର୍ଖେଲ ଓ ଅନ୍ୟ ଅଭିଯୁକ୍ତ ଗିରଫ ହୋଇ ଜେଲରେ ଅଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe