କନକ ବ୍ୟୁରୋ : ପାରାଦୀପ ସି ୱେଜ ସିଂଫିଂ ଜିଏମ ମହେନ୍ଦ୍ର ସ୍ୱାଇଁ ହତ୍ୟା ମାମଲାରେ ଛାନଭିନ୍ ଜାରି ରଖିଛି ପାରାଦୀପ ପୁଲିସ । ଏହି ଘଟଣାର ସାର୍ପସୁଟର ମହମ୍ମଦ ବବୁଲକୁ ପାରାଦୀପ ଥାନାକୁ ଆଣିଛି ପୁଲିସ । ୨ ଦିନିଆ ଟ୍ରାଂଜିଟ ରିମାଣ୍ଡରେ ଆଣି ମେହନ୍ଦ୍ର ସ୍ୱାଇଁ ହତ୍ୟା ମାମଲାରେ ଅଧିକ ତଥ୍ୟ ହାସଲ ଲକ୍ଷ୍ୟରେ ଜେରା କରିବ ପୁଲିସ ।
ଗତକାଲି ସାର୍ପସୁଟର ବବୁଲକୁ କୋଲକାତାରୁ ଗିରଫ କରାଯାଇଥିଲା । ତେବେ ଏବେ ସୁଦ୍ଧା ଏହି ଘଟଣାରେ ଶିଳ୍ପପତି ମହିମା ମିଶ୍ର, କଂଗ୍ରେସ ନେତା ବାପି ସର୍ଖେଲ ଓ ଅନ୍ୟ ଅଭିଯୁକ୍ତ ଗିରଫ ହୋଇ ଜେଲରେ ଅଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/02/vlcsnap-2017-02-09-08h50m45s267.png)