ପାରାଦୀପରେ କାଉମଡକ । ସହରର ବିଭିନ୍ନ ସ୍ଥାନରେ ମରିପଡିଛନ୍ତି ଅନେକ କାଉ

200

କନକ ବ୍ୟୁରୋ : ପାରାଦୀପର ବିଭିନ୍ନ ସ୍ଥାନରେ କାଉ ମରି ପଡିଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ପାରାଦୀପ ମେଡିକାଲ ପରିସର, ବଡ ପଡିଆ ମାର୍କେଟ ଭଳି ଅନେକ ସ୍ଥାନରେ କାମ ମରି ପଡିଛନ୍ତି । ତେବେ ଅତ୍ୟଧିକ ଶୀତ ପଡିଲେ ଏଭଳି କାଉ ମରନ୍ତି ବୋଲି କହିଛନ୍ତି ପ୍ରାଣୀ ଚିକିତ୍ସିକ ।

ଅନ୍ୟପକ୍ଷରେ ପ୍ରାଣୀ ଚିକିତ୍ସା ବିଭାଗ ପକ୍ଷରୁ କୁକୁଡାମାନଙ୍କର ମଳ, ନାଳ, ରକ୍ତ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯିବ । ଏଥିପାଇଁ ପ୍ରାଣୀ ଚିକିତ୍ସିକ ବିଭିନ୍ନ ସ୍ଥାନରେ ଥିବା କୁକୁଡା ଦୋକାନରେ ପହଂଚି ରକ୍ତ ନମୁନୀ ସଂଗ୍ରହ କରାଯାଇଛି ।