ପାରାଦୀପରେ ଗୁଳିକାଣ୍ଡ : ଶ୍ରମିକ ନେତାଙ୍କୁ ବାଇକରେ ଆସି ଗୁଳି ମାଡ କଲେ ଦୁର୍ବୃତ

Advertisment
ପାରାଦୀପରେ ଗୁଳିକାଣ୍ଡ : ଶ୍ରମିକ ନେତାଙ୍କୁ ବାଇକରେ ଆସି ଗୁଳି ମାଡ କଲେ ଦୁର୍ବୃତ

ପାରାଦୀପ: ପାରାଦୀପରେ ଗୁଳିକାଣ୍ଡ । ତାରିଣୀଗୁଡାରେ ଦୁଇ ଶ୍ରମିକନେତାଙ୍କୁ ଗୁଳି କରାଯାଇଛି । ଦୁଇ ଶ୍ରମିକନେତା ହେଲେ ଜ୍ୟୋତିକାନ୍ତ ପରିଡା ଏବଂ ଆଶୁତୋଷ ସ୍ୱାଇଁ । ସେମାନେ ତାରିଣୀଗୁଡାରେ ଠିଆ ହୋଇଥିବା ବେଳେ ବାଇକରେ ଦୁଇ ଜଣ ଆସି ତାଙ୍କୁ ଗୁଳିମାଡ କରି ଫେରାର ହୋଇଯାଇଛନ୍ତି । ଜ୍ୟୋତିକାନ୍ତଙ୍କ ଛାତିରେ ଗୁଳି ବାଜିଥିବା ବେଳେ ଆଶୁତୋଷଙ୍କ ବେକରେ ଲାଗିଛି ଗୁଳି । ଉଭୟଙ୍କ ଅବସ୍ଥା ଗୁରୁତର ରହିଥିବା ବେଳେ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଗୁଳିକାଣ୍ଡକୁ ନେଇ ପାରାଦୀପରେ ତୀବ୍ର ଉତେଜନା ପ୍ରକାଶ ପାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe