କନକ ବ୍ୟୁରୋ : ପାରାଦୀପ ଟିକରପଙ୍ଗାରେ ଅଘଟଣ । ଭୁଶୁଡିପଡିଲା ନିର୍ମାଣଧିନ ବ୍ରିଜ । ପାରାଦୀପ - ହରିଦାସପୁର ରେଳ ଲାଇନ ଉପରେ ନିର୍ମାଣଧିନ ହେଉଥିବା ଏକ ବ୍ରିଜ ଭୁଶୁଡି ପଡିଛି । ଏଥିରେ ଜଣେ ଗୁରୁତର ଆହତଙ୍କ ହୋଇଛନ୍ତି । ତାଙ୍କୁ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଛି । ଭୁଶୁଡି ପଡିଥିବା ପୋଲ ତଳେ କିଛି ଲୋକ ଫସିରହିଥିବା ଆଶଙ୍କା କରାଯାଉଛି ।
ପାରାଦୀପ ଟିକରପଙ୍ଗାରେ ଅଘଟଣ : ଭୁଶୁଡିପଡିଲା ନିର୍ମାଣଧିନ ବ୍ରିଜ
/kanak/media/post_attachments/wp-content/uploads/2017/02/vlcsnap-2017-02-02-12h10m43s053.png)