ସାଧାରଣତନ୍ତ୍ର ଦିବସ ପାଇଁ ଭୁବନେଶ୍ୱର ଗାନ୍ଧୀ ମାର୍ଗରେ ଫୁଲ୍ ଡ୍ରେସ୍ ରିର୍ହରସଲ । ଭାଗ ନେଇଛନ୍ତି ୫୦ରୁ ଅଧିକ ଦଳ । ତ୍ରିସ୍ତରୀୟ ସୁରକ୍ଷା ବଳୟ ।

94

କନକ ବ୍ୟୁରୋ: ସାଧାରଣତନ୍ତ୍ର ଦିବସ ପୂର୍ବରୁ ରାଜଧାନୀର ଗାନ୍ଧୀ ମାର୍ଗରେ ଫୁଲ ଡ୍ରେସ ରିହର୍ସଲ । ପରେଡ ରିହର୍ସଲରେ ସାମିଲ ହୋଇଛନ୍ତି ୫୦ରୁ ଅଧିକ କଂଟିଜେଂଟ । ୪ଟି ସାଂସ୍କୃତିକ ଦଳ ମଧ୍ୟ ନିଜ ନିଜ ପୋଷାକ ପିନ୍ଧି ପରେଡରେ ସାମିଲ ହୋଇଛନ୍ତି । ଏଥର ପରେଡର ନେତୃତ୍ୱ ନେବେ ଆଇପିଏସ- ଏ.ବି ଶିଳ୍ପା । ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀଙ୍କ ସମେତ ପୋଲିସ ବ୍ୟାଣ୍ଡ୍ ପରେଡରେ ଭାଗ ନେଇଛନ୍ତି ।