ଶଯ୍ୟାସଙ୍ଗିନୀ ହେବା ପାଇଁ ପପୁ ପ୍ରସ୍ତାବ ଦେଇଥିଲେ : ଅଭିନେତ୍ରୀ

24

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : କେତେ ମାରାତ୍ମକ ପପୁ ପମପମଙ୍କ କାରବାର । ଏହା ଅଭିନେତ୍ରୀଙ୍କ ବୟାନରୁ ସ୍ପଷ୍ଟ ବାରି ହୋଇପଡିଛି । ସମ୍ବେଦନଶୀଳ ଅଙ୍ଗକୁ ପପୁ ସ୍ପର୍ଶ କରୁଥିଲେ ବୋଲି ଆସିଛି ଅଭିଯୋଗ । କ୍ୟାମେରା ଆଗରେ ଆବଶ୍ୟକ ଅନୁସାରେ ଯାହା ଅନ୍ତରଙ୍ଗ ଦୃଶ୍ୟ ସୁଟିଂକୁ ଗ୍ରହଣ କରାଯାଇପାରେ । କିନ୍ତୁ ଏହା ବାଦ୍ ଅନ୍ୟ ସମୟରେ ଏହାକୁ ଗ୍ରହଣ କରିବା ସହଜ ନୁହେଁ ବୋଲି ଅଭିଯୋଗ ଆଣିଛନ୍ତି ଅଭିନେତ୍ରୀ । ଏପରି କି ପପୁ ତାଙ୍କୁ ଶଯ୍ୟାସଙ୍ଗିନୀ ହେବା ପାଇଁ ମଧ୍ୟ ପ୍ରସ୍ତାବ ଦେଇଥିଲେ, ଯାହାକୁ ସେ ଗ୍ରହଣ କରିନଥିଲେ ବୋଲି ଅଭିନେତ୍ରୀ କନକ ନ୍ୟୁଜକୁ କହିଛନ୍ତି । ଦେଖନ୍ତୁ ଏହି ଭିଡିଓ :

ଏହା ସହ ସମ୍ଭୋଗ ସମ୍ରାଟଙ୍କ କଳା କାହାଣୀ : ପପୁଙ୍କ ପାପରେ ଯୋଡି ହେଲା ଆଉ ଏକ ଫର୍ଦ୍ଦ

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ସମ୍ବାଦ ଓ କନକ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ‘ସମ୍ବାଦ’ ଗ୍ରୁପର ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

Comments are closed.