ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : କେତେ ମାରାତ୍ମକ ପପୁ ପମପମଙ୍କ କାରବାର । ଏହା ଅଭିନେତ୍ରୀଙ୍କ ବୟାନରୁ ସ୍ପଷ୍ଟ ବାରି ହୋଇପଡିଛି । ସମ୍ବେଦନଶୀଳ ଅଙ୍ଗକୁ ପପୁ ସ୍ପର୍ଶ କରୁଥିଲେ ବୋଲି ଆସିଛି ଅଭିଯୋଗ । କ୍ୟାମେରା ଆଗରେ ଆବଶ୍ୟକ ଅନୁସାରେ ଯାହା ଅନ୍ତରଙ୍ଗ ଦୃଶ୍ୟ ସୁଟିଂକୁ ଗ୍ରହଣ କରାଯାଇପାରେ । କିନ୍ତୁ ଏହା ବାଦ୍ ଅନ୍ୟ ସମୟରେ ଏହାକୁ ଗ୍ରହଣ କରିବା ସହଜ ନୁହେଁ ବୋଲି ଅଭିଯୋଗ ଆଣିଛନ୍ତି ଅଭିନେତ୍ରୀ । ଏପରି କି ପପୁ ତାଙ୍କୁ ଶଯ୍ୟାସଙ୍ଗିନୀ ହେବା ପାଇଁ ମଧ୍ୟ ପ୍ରସ୍ତାବ ଦେଇଥିଲେ, ଯାହାକୁ ସେ ଗ୍ରହଣ କରିନଥିଲେ ବୋଲି ଅଭିନେତ୍ରୀ କନକ ନ୍ୟୁଜକୁ କହିଛନ୍ତି । ଦେଖନ୍ତୁ ଏହି ଭିଡିଓ :
ଏହା ସହ ସମ୍ଭୋଗ ସମ୍ରାଟଙ୍କ କଳା କାହାଣୀ : ପପୁଙ୍କ ପାପରେ ଯୋଡି ହେଲା ଆଉ ଏକ ଫର୍ଦ୍ଦ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/06/vlcsnap-2016-06-23-20h13m49s479.png)